Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପବିତ୍ର ବେହେରା , ସମ୍ବଲପୁର

Abstract Classics Others

3.8  

ପବିତ୍ର ବେହେରା , ସମ୍ବଲପୁର

Abstract Classics Others

ପୂଜ୍ୟ ବୀର ସୁରେନ୍ଦ୍ର ସାଏ

ପୂଜ୍ୟ ବୀର ସୁରେନ୍ଦ୍ର ସାଏ

1 min
199


ଖିଣ୍ଡା ଗ୍ରାମେ ଜନମ୍ ତୁମର୍

ଧଏନ୍ ତୁମର ବୁଆ ମା ,

ସମ୍ବଲପୁର୍ ମାଟିର୍ ବୀର୍ 

ଦେଶ୍ ଲାଗି ତୁମେ ସାହା ।


ଖଣ୍ଡା,ବର୍ଛା,ଧନୁ ତୀର୍ ଧରି

ଫିରିଙ୍ଗ୍ ସାଙ୍ଗେ କଲ ଲଢେଇ,

ଝାର୍ ଜଙ୍ଗଲ କେତେ ବୁଲି

କଲ ସଂଗ୍ରାମ୍ ଲୋକ୍ ଠୁଲେଇ ।


ଜନମ୍ ହୁଅ ଆଉଥରେ ହେ

କର୍ ବ ପାପୀ କେ ଦମନ୍ ,

ଟାକିଛେ ମାଟି ତୁମ୍ କେ

ଦିଅ ଆମ୍ କେ ଖୁସି ଜୀବନ୍ ।



Rate this content
Log in

Similar oriya poem from Abstract