STORYMIRROR

ପବିତ୍ର ବେହେରା , ସମ୍ବଲପୁର

Romance Tragedy Others

2  

ପବିତ୍ର ବେହେରା , ସମ୍ବଲପୁର

Romance Tragedy Others

ପ୍ରିୟା

ପ୍ରିୟା

1 min
170

ପ୍ରିୟା ମୋର ହସି ଦେଇ ଯା ଥରେ

ତୋର ହୃଦୟ ଦେଇ ଯା ଥରେ ।।

ତୋ ପାଇଁ ମୁଁ ଜିଇଁ ପାରୁନି ଆଜି

କହିଦେ ମୋ ଆଖିରେ ତୁ ରାଜି ।।

ମୋ ସ୍ୱପ୍ନରେ ସବୁବେଳେ ଆସେ

ରହିଥିବୁ ହୋଇ ପଲକ ମୋ ପାଶେ ।।

ଭୁଲି ଯିବାକୁ କେବେ ଭାବିବୁନି ତୁହି

ତୋ ବିନା ମରିଯିବି ଲୋ ମୁହିଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance