Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Supriya Samal

Romance

3  

Supriya Samal

Romance

ଶ୍ରେଷ୍ଠ ଗହଣା

ଶ୍ରେଷ୍ଠ ଗହଣା

1 min
175


କହିବାକୁ ଗଲେ ସେ ଲଗ୍ନ

ଚିରନ୍ତନ ପାଇଁ ସ୍ୱତନ୍ତ୍ର.....

ଯେଉଁ ଦିନ ଆମ ଦୁହିଁଙ୍କର

ହୋଇଥିଲା ପ୍ରଥମ ସାକ୍ଷାତ...||

ତୁମକୁ ଦେଖି ମୁଖରୁ ମୋର

ହାସ୍ୟର ଫୁଲ ଫୁଟିଥିଲା....

ସେ କୁସୁମ ଏତେ ସତ୍ୟ ଯେ

ବାସ୍ନା ସ୍ୱରୂପ....

ଚିରନ୍ତନ ହାସ୍ୟ ରହିଗଲା...||

ହଳଦୀ ରଙ୍ଗ ପ୍ରିୟ ମୋର ବୋଲି

ଆଣିଥିଲ ଏକ ଓଢ଼ଣା...

ଆଶୀର୍ବାଦ ଅଟେ ଏହି ଉପହାର

ମୋହର ଏ ଶ୍ରେଷ୍ଠ ଗହଣା....||


Rate this content
Log in

Similar oriya poem from Romance