STORYMIRROR

Subhrajit Pradhan

Abstract Inspirational Others

3  

Subhrajit Pradhan

Abstract Inspirational Others

ମୁଁ ଅହଂକାରୀ, କେବଳ ଅହଂ ପାଇଁ

ମୁଁ ଅହଂକାରୀ, କେବଳ ଅହଂ ପାଇଁ

1 min
332

ମାନଯଜ୍ଞେ ଗର୍ବାଭିଷେକେ ଜନ୍ମିତ 

ମୁଁ ସେ ଅହଂ,

ଅଙ୍ଗ ମାୟା ମୋହେ ରଙ୍ଗାୟିତ

ମୁଁ ସେ ଅହଂ, 

ଶୋଷଣର କୀର୍ତ୍ତି ଶୋଣିତେ ପ୍ରବାହିତ 

ମୁଁ ସେ ଅହଂ, 

ନୃଶଂସତାର ହସ୍ତେ ପାପଗର୍ତ୍ତେ ଯାତାୟାତ

ମୁଁ ସେ ଅହଂ, 

ଅହଂ ମୁଁ


ମୋ କାୟାରେ କବଳିତ 

ଆଜି ଜଗତ

ଜଗତ ମୋ ହସ୍ତେ ବସୀଭୂତ

ହାହାହା

ମୁଁ ଅହଂକାରୀ ,କେବଳ ଅହଂ ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract