STORYMIRROR

Subhrajit Pradhan

Others

2  

Subhrajit Pradhan

Others

ଜୀବନ

ଜୀବନ

1 min
331

ଜୀବନଧାରୀ ମୁଁ

ପାଇଛି ଜୀବନ,

ଜୀବନ ପାଇବାର

ଖୋଜୁଛି କାରଣ,

କିଏ ସେ ଦେଇଛି

ଦେଇଛି କଣ,

କାହିଁ ସମାଜରେ

ଲିଭେ ତାଙ୍କ ଚିହ୍ନ,

ହଜିବନି ଆଉ

ତାଙ୍କର ଚରଣ,

ଯେବେ ନେବି ମୁଁ

ଚରଣେ ଶରଣ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍