Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amit Bal

Action Classics Inspirational

4  

Amit Bal

Action Classics Inspirational

ମୁକ୍ତିର ଆନନ୍ଦ

ମୁକ୍ତିର ଆନନ୍ଦ

1 min
390


    

    

ମୁକ୍ତିର ଆନନ୍ଦ ସିଏ ହିଁ ଜାଣିଛି

ଯିଏ ଥିଲା ଦିନେ ପରାଧୀନ

ମାନ ସମ୍ମାନ କାହାକୁ କହନ୍ତି

ଗୋଲାମୀଟା କେଡେ ହୀନିମାନ ,


ଯିଏ ବୁଝି ନାହିଁ ମାତୃଭୂମି କ'ଣ

ସ୍ବାଧୀନ ଦେଶରେ ରହି

ପରାଧୀନତା କେମିତି ଜାଣିବ ସେ

କେହି ଦେଲେ ଥରେ କହି ,


କେବେ ସେ ବୁଝେନା ଇତିହାସ କ'ଣ

ଭାରତବର୍ଷର ବିଶ୍ଵେ

ଦେଶପ୍ରେମ କଥା ତାକୁ ଵଖାଣିଲେ

ଅଶୁଣା କରି ସେ ହସେ ,


ରକ୍ତତା ସତେକି ଥଣ୍ଡା ପଡ଼ି ଅଛି

ସଂସ୍କାର ଶିକ୍ଷାରେ ନାହିଁ

ମୁକ୍ତିର ଆନନ୍ଦ ବୁଝି ପାରିବନି

ଥିଲେ ଅମଣିଷ ହୋଇ .......।


Rate this content
Log in