Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Abstract Drama Action

3  

Amit Bal

Abstract Drama Action

ମନେପଡେ କିଛି ମୂହୁର୍ତ୍ତ ତମ ପାଇଁ

ମନେପଡେ କିଛି ମୂହୁର୍ତ୍ତ ତମ ପାଇଁ

1 min
155



ଭାବିଥିଲି ଦିନେ କହିବିନି କିଛି

ପାଶୋରିବି ସବୁ କଥା

ଅତୀତ ରୁ ଆଉ କ'ଣ ଅବା ମିଳେ

ଖାଲି ମିଳେ ଯାହା ବ୍ୟଥା ।


ବାନ୍ଧିତ ସାରିଛ ଆକାଶକୁ ସିଡି

ଗଗନେ ଉଡିବ ବୋଲି

ଦେଖି ଚାହିଁ ଟିକେ ଉଡି ବୁଲୁଥିବ

ଧରା କୁ ଜମା ନ ଭୁଲି ।


ସଂସାର ତମକୁ ଭଲ ଲାଗିଲାନି

ଖୋଲି କହିଥାନ୍ତ ମୋତେ

କଳଙ୍କ ପସରା ମୋ ମଥାରେ ଦେଇ

ମିଛ କହୁଥିବ କେତେ ।


ସମୟ କହିବ ପାପ ପୂଣ୍ୟ କଥା

ସମୟ କରିବ ନ୍ୟାୟ 

ତଥାପି କହୁଛି ଖୁସି ମନେ ଥାଅ

ଧର୍ମର ହେଉ ବିଜୟ ।

  

 



Rate this content
Log in

Similar oriya poem from Abstract