Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Classics Inspirational Others

3  

Amit Bal

Classics Inspirational Others

ନବରାତ୍ରୀ

ନବରାତ୍ରୀ

1 min
202


ଧରାପୃଷ୍ଠେ ଆସ ଅବତରି ମାଆ

ଦୂର୍ଗା ଦୂର୍ଗତିନାଶିନୀ 

ସକଳ ଆଶାର ତମେ ସମ୍ଭାବନା

ତୁମେ ମହିଷାମର୍ଦ୍ଦିନୀ ।


ତୁମରି କରୁଣା ଶେଫାଳୀର ବାସ୍ନା

କୋଣେ ଅନୁକୋଣେ ଭରା

ତଥାପି ଜଗତ କାହିଁ କମ୍ପି ଉଠେ

ଥରେ ଏ ସଂସାର ସାରା ।


ତୁମେ କାତ୍ୟାୟନୀ ଜାଣିଛି ସଂସାର

ତପସ୍ଵିନୀ ସମ ତେଜ

ତୁମରି ପାଇଁ ତ ଏ ସାରା ଜଗତେ

ନବରାତ୍ରର ଏ ସଜ ।


ତୁମେ ଶୈଳପୁତ୍ରୀ ବିଘ୍ନବିନାଶିନୀ

ଶକ୍ତି ପ୍ରଦାୟନୀ ମାଆ

ଜୀବନ ପ୍ରାଙ୍ଗଣେ ଆବିର୍ଭୁତି ହୋଇ

ବିପଦେ ହୁଅ ମା ସାହା ।


Rate this content
Log in

Similar oriya poem from Classics