ମୋ ରାଣ
ମୋ ରାଣ
କୁମାର ପୂର୍ଣ୍ଣମୀ ଜହ୍ନ ରେ ନଥିଲା ମନ
କରୋନା ଆଣିଛି କା ପାଇଁ ଅବସାଦମନ ।
ଜହ୍ନକୁ ମାଗିନି କେବେ ମାଗେ ଟିକେ ସ୍ବପ୍ନ ।।
କରୋନା ହଟାଇ ଦିଅ, ହେ ଚାନ୍ଦିନୀ,
ତୁମେ ଯେମିତି ଏକ ଓ ଅଭିର୍ଣ୍ଣ ଜହ୍ନ ।
ପ୍ରତିଟି ସକାଳେ ଆକାଶରେ ସୂର୍ଯ୍ୟ
ତୁମେ ସନ୍ଧ୍ୟାରେ କରୁଥାଅ ଆଗମନ ।।
ବୁଣି ସୁନେଲି କିରଣ ଗଛରେ ପତ୍ରରେ
ହସୁ ଏ ଧରଣୀ ହସନ୍ତୁ ଏ ମଣିଷ ପ୍ରାଣୀ
ନକର ନକର ମନା କଥା ଥରେ ମୋର ମାନ ।
