Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gitanjali Pujapanda

Romance

3  

Gitanjali Pujapanda

Romance

ମୋ ପ୍ରିୟା

ମୋ ପ୍ରିୟା

1 min
238


ମୋ ପ୍ରିୟା

ଜହ୍ନ ଦେଇଛି ମୁଠାଏ ଜୋଛନା

ତୋ ଗୋରା ମୁହଁ କୁ ।

ଉଦିତ ସୁରୁଜ ରଙ୍ଗ ଦେଇ ଛି

ତୋ ନାଲି ଓଠ କୁ।

ଜୁଡା ରେ ତୋର ରଙ୍ଗ ବିରଙ୍ଗ

କୁସୁମ ଶୋଭା ପାଉଛି ।

ପାଦ ର ପାଉଁଜି  ସ୍ୱର ଟି

ସ୍ପନ୍ଦନ ମୋ ବଢାଉଛି।

ଲାଗୁଛି ପ୍ରିୟା ମୋର ସତେ ଅବା

ସ୍ୱର୍ଗ ଅପ୍ସରୀ।

କାମଦେବ ବି ତରଳି ଯିବେ

ଏଡିକି ସେ ସୁନ୍ଦରୀ।

ତା ଆସିବା ବାଟକୁ ଅଧିରେ ମୁଁ

ଚାହିଁ ବସିଛି ।

ହେଲେ ଅଭିମାନି ପ୍ରିୟା ରାଗ ରେ

ଆଜି ହଜି ଛି ।

ବୁଝିବି ବୁଝେନା ମୁଁ ତାକୁ କେତେ

ଭଲ ପାଉଛି ।



Rate this content
Log in

Similar oriya poem from Romance