ପ୍ରେମ
ପ୍ରେମ


ପ୍ରେମର ନାହିଁ ଅନ୍ତ ନାହିଁ ଆରମ୍ଭ
ପ୍ରେମ ହେଲା ଅନୁରାଗ ମନ ର
ଅନୁଭୂତି ଜୀବନର ପ୍ରେମ ର ଦେବତା
ପାଖେ ଶରଧାର ପୁଷ୍ପାଞ୍ଜଳି ତ
କେତେବେଳେ ପ୍ରେମିକ ପାଖରେ
ପ୍ରେମିକାର ର ଅଳି ଆଉ କେତେ ବେଳେ
ହୁ ଏ ସୈନିକ ପାଖ ରେ ଦେଶ ପାଇଁ ଆତ୍ମବଳୀ
ନାରୀ ପାଖେ ରେ ହୁଏ ସେନେହ ମମତାର ମାଳି
ସେ ମାଳି ପିନ୍ଧି ଏ ପୃଥିବୀ ହୋଇଯାଏ ସ୍ବର୍ଗୀୟ ସ୍ଥଳୀ ।