STORYMIRROR

Gitanjali Pujapanda

Tragedy

3  

Gitanjali Pujapanda

Tragedy

ଆଖିର ଇସାରା

ଆଖିର ଇସାରା

1 min
139

କଣେଇ କଣେଇ ଚାହୁଁଥିଲା ସେ ,ତା ଚାହିଁ ବାରେ ଲୁଚି ଥିଲା ଆଖିର ଅନେକ ବ୍ୟଥା ବେଦନାର ଭାଷା ।

ପ୍ରେମ ରେ ପଡିଥିଲା କି କାହା ପ୍ରେମ ରେ ମୋ ପ୍ରେମ ରେ ମୁଁ ଥିଲି ଏକ ବାଇଆ ପକ୍ଷୀ ଟିଏ ।

ପ୍ରଥମ ପ୍ରେମ ର ମାଦକତା ଥିଲା ଆଖିର ଇସାରା ରେ ଯାହା ମୋ ନିଦ କୁ ଦେଇଥିଲା ହଜେ ଇ ।

ସେହି ଚାନ୍ଦିନୀ ରାତି ର ମତୁଆଲା ନିଶା ରେ ତାର ମୁହଁ ପୋତା ଚାଲି ମୋ ମନ କୁ କେଜାଣି କାହିଁକି ନେଇ ଥିଲା କିଣି ମାତ୍ର ପ୍ରେମ ର ପ୍ରହାର ଥିଲା ସମାଜ ର ଠିକାଦାର ଙ୍କର ପ୍ରେମ ଆମର ପ୍ରସ୍ଫୁଟିତ ହେବା ପୂର୍ଵ ରୁ ଯାଇଥିଲା ମଉଳି।

କିଛି ଥିଲା ,ତା ଆଖିରେ ଅଳିଅଦଳି ଆଉ କିଛି ଅଭିମାନ ଭରା ଲୁହ ଯାହା ଝରିଆସୁଥିଲା ଆଖିର ଦୁଇ ଧାର ରୁ ସବୁ କିଛି ଯାଉଥିଲା କହି ମନ ଭିତର ର ବେଦନା ।

ସେହି ଆଖି ଆଜି ବି ମତେ ଦେଖେ ହେଲେ ସ୍ୱପ୍ନ  ଅଗଣା ରେ ଯାହା ମତେ କରିଦିଏ ନିଶ୍ଵ ବିନା ନିଶ୍ୱାସ ରେ ବଞ୍ଚିବା କି ସମ୍ଭବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy