STORYMIRROR

Mamatamanjari Das

Children

3  

Mamatamanjari Das

Children

ମୋ କୃଷ୍ଣା

ମୋ କୃଷ୍ଣା

1 min
250


ମୋ କୃଷ୍ଣା ଓଠର ଖିଲି ଖିଲି ହସ

ମୁହଁରେ ତାହାର କୁସୁମ ସମାନ ଆଭା

ଛୋଟ କଳିକାଟେ ବିଶ୍ୱ ନିୟନ୍ତାଙ୍କ 

ବଢାଏ ମୋ ଘର ଶୋଭା ।


କୋମଳତା ଭରା ହୃଦୟଟି ତାର

ଦରୋଟି ଓଠର କଥା

ତା ସେନେହ ରେ ବାନ୍ଧି ମୁଁ ହୋଇଛି

ହୃଦୟୁ ତେଜିଛି ବ୍ୟଥା ।


ନର୍ମଳ ହୃଦୟ ନିଷ୍ପାପ ମନ ତା

ନାହିଁ ସେଠି କପଟତା ।

ସେନେହ ଡୋରରେ ବାନ୍ଧେ ସମସ୍ତ ଙ୍କୁ

ମନେ ଭରେ ଆବେଗତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children