Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradeep Kumar Panda

Abstract Classics

4  

Pradeep Kumar Panda

Abstract Classics

ମହାବାହୁ

ମହାବାହୁ

1 min
7


ଶାନ୍ତିର ଚନ୍ଦନ ପ୍ରୀତିର କସ୍ତୁରୀ

ଭକ୍ତିର କର୍ପୁର ବୋଳି,

ନୀଳଗିରି ପରେ ବଡ଼ ଦେଉଳରେ

ଲୀଳା କରେ ବନମାଳୀ ,                 

ଏମିତି ଚାହିଁ ଥାଅ ମହାବାହୁ

ନୀଳଚକ୍ରେ ବନ୍ଧା ହୋଇ ତୁମ ବାନା

ଯୁଗେ ଯୁଗେ ଉଡୁଥାଉ 

କୋଟି ଭକତଙ୍କ କଲ୍ୟାଣ ହେଉ 

ଅନନ୍ତ ପ୍ରସାରୀ ତୁମ ଦୁଇ ବାହୁ

ଭକତ ମୁଣ୍ଡରେ ଥାଉ ll


Rate this content
Log in

Similar oriya poem from Abstract