Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradeep Kumar Panda

Romance Fantasy

3  

Pradeep Kumar Panda

Romance Fantasy

ପ୍ରେମ

ପ୍ରେମ

1 min
4


ଭିଜେଇ ଦେ ଯା ଥରେ

ପ୍ରୀୟା ତୋ ପ୍ରେମ ବର୍ଷାରେ

ଆଜି ଏଇ ସାରା ଦୁନିଆ 

ଜଳିଲେ ଜଳୁ ଇର୍ଷାରେ I


ଭିଜେଇ ଦେ ଯା ଥରେ

ପ୍ରୀୟା ତୋ ପ୍ରେମ ବର୍ଷାରେ,

ଆଜି ଏଇ ସାରା ଦୁନିଆ 

ଜଳିଲେ ଜଳୁ ଇର୍ଷାରେ I


ତୋତେ ଚାହିଁ ଶୋଇ ନାହିଁ 

ମୁ କାଲି ରାତିରେ, 

ତୋତେ ଚାହିଁ ଶୋଇ ନାହିଁ 

ମୁ କାଲି ରାତିରେ I


ଥା ପଛେ ଯେତେ ଦୂରେ 

ଆଁ ଥରେ ଆଁ ଥରେ,

ଥା ପଛେ ଯେତେ ଦୂରେ 

ଆଁ ଥରେ ଆଁ ଥରେ I


ଭିଜେଇ ଦେ ଯା ଥରେ

ପ୍ରୀୟା ତୋ ପ୍ରେମ ବର୍ଷାରେ,

ଆଜି ଏଇ ସାରା ଦୁନିଆ 

ଜଳିଲେ ଜଳୁ ଇର୍ଷାରେ I


Rate this content
Log in

Similar oriya poem from Romance