Pradeep Kumar Panda
Abstract Classics Inspirational
ସବୁଠୁଁ ସୁନ୍ଦର
ଆମ କାଳିଆ ଠାକୁର,
ଚନ୍ଦନ କର୍ପୁର ବାସରେ
ଭଗତେ ବିଭୋର l
ଭାବ ଭକତିରେ
ବନ୍ଧା ସେ ପା' ଭାବଗ୍ରାହୀ,
ନୀଳାଚଳିଆଙ୍କ ଲୀଳା
ଜାଣି ନ' ପାରନ୍ତି କେହି l
ଘଟେ ଘଟର ଅନ୍ତର
କଥା ଜାଣନ୍ତି ସେ ଅନ୍ତର୍ଯ୍ୟାମୀ,
ଏ ପାପୀର ଦୁଃଖ ଦୂର କରେ
ହେ ଶ୍ରୀଜଗନ୍ନାଥ ସ୍ୱାମୀ l
ରଥଯାତ୍ରା
ସହର
କୁହୁକ କ୍ଷେତ୍ର
ସ୍ୱାଗତମ ପ୍ରବା...
ଦୋସ୍ତି
ମା
ଓଡ଼ିଆ
ପଖାଳ ପୁରାଣ
ଜୟ ଜଗନ୍ନାଥ
କାଳିଆ ଠାକୁର
ତୁଳସୀ ର ଔଷଧୀୟ ଗୁଣ କେତେ ଅଛି ଜାତିଜାତି ରୋଗରୁ ଯେ ମିଳଇ ମୁକତି । ପ୍ରତିଦିନ ତୁଳସୀ ଯେ ସେବନ କରଇ ତୁଳସୀ ର ଔଷଧୀୟ ଗୁଣ କେତେ ଅଛି ଜାତିଜାତି ରୋଗରୁ ଯେ ମିଳଇ ମୁକତି । ପ୍ରତିଦିନ ତୁଳସୀ ଯ...
ଉପର ଉଡ଼ାଣ ନେବାକୁ ଓ ପରବର୍ତ୍ତୀ ରାସ୍ତା ପାଇଁ ଯେତେବେଳେ ହୃଦୟର ନିଶ୍ୱାସ ପ୍ରସ୍ତୁତ ହେଲା ; ମ ଉପର ଉଡ଼ାଣ ନେବାକୁ ଓ ପରବର୍ତ୍ତୀ ରାସ୍ତା ପାଇଁ ଯେତେବେଳେ ହୃଦୟର ନିଶ୍ୱାସ ପ୍ରସ୍ତୁତ ହେ...
ଚାକିରୀ ଚାକିରୀ
କିନ୍ନର ର ଅଭିବ୍ୟକ୍ତି କିନ୍ନର ର ଅଭିବ୍ୟକ୍ତି
ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ
ବିଜୟା ଦଶମୀ ବିଜୟା ଦଶମୀ
ଈର୍ଷା ଈର୍ଷା
ହଳଦିଆ ରଙ୍ଗେ ଖେଳିବା ହୋଲି ହଳଦିଆ ରଙ୍ଗେ ଖେଳିବା ହୋଲି
ମନେ ପଡେ କର୍ମପଥେ ମନେ ପଡେ କର୍ମପଥେ
ସ୍ଵାଗତ ନବ ସକାଳର ସ୍ଵାଗତ ନବ ସକାଳର
ବିଭୁ ପାଦ ପଦ୍ମେ ସମର୍ପିତ ପ୍ରାଣେ ଆସକ୍ତି ଛାଡିବା ଆମେ ମିଛ ଭକ୍ତି ଛାଡି ଭାବରେ ଭଜିବା ଜଗତର ନାଥ ନ ବିଭୁ ପାଦ ପଦ୍ମେ ସମର୍ପିତ ପ୍ରାଣେ ଆସକ୍ତି ଛାଡିବା ଆମେ ମିଛ ଭକ୍ତି ଛାଡି ଭାବରେ ଭଜିବା ଜଗତ...
ବସି ଖାଇଲେ ନ ବାଲି ସରେ ଏହା ଯେ ସତ୍ୟ ଭୁଲି ଯାଅ ନାହିଁ ଜୀବନର ଲକ୍ଷ୍ୟ।। ବସି ଖାଇଲେ ନ ବାଲି ସରେ ଏହା ଯେ ସତ୍ୟ ଭୁଲି ଯାଅ ନାହିଁ ଜୀବନର ଲକ୍ଷ୍ୟ।।
ସୁଝିଦେବି ସମ୍ପି ମୋର ତନୁ ମନ ପ୍ରାଣ ଶେଷରେ ମୋ ଜୁଇ ଶେଯ ପରେ ।। ସୁଝିଦେବି ସମ୍ପି ମୋର ତନୁ ମନ ପ୍ରାଣ ଶେଷରେ ମୋ ଜୁଇ ଶେଯ ପରେ ।।
ଆତ୍ମ ସୁଖ ଛାଡ଼ି ହାସ୍ୟ ବିତରିଲେ ଶୁଦ୍ଧ ପ୍ରେମ ଯାଏ ଝରି । ଆତ୍ମ ସୁଖ ଛାଡ଼ି ହାସ୍ୟ ବିତରିଲେ ଶୁଦ୍ଧ ପ୍ରେମ ଯାଏ ଝରି ।
ସଭା ଓ ଆଲୋଚନା କରି ସଚେତନ କଲେ ହୁଏତ ଏ ଅବସ୍ଥାର କିଛି ପରିବର୍ତ୍ତନ ହେବ। ସଭା ଓ ଆଲୋଚନା କରି ସଚେତନ କଲେ ହୁଏତ ଏ ଅବସ୍ଥାର କିଛି ପରିବର୍ତ୍ତନ ହେବ।
କିଏ ଜାଣେ କେଉଁ ନୂଆ ରୂପ ନେଇ ଆସି ଖେଳିବ ସେ କୁଳେ।। କିଏ ଜାଣେ କେଉଁ ନୂଆ ରୂପ ନେଇ ଆସି ଖେଳିବ ସେ କୁଳେ।।
ତାକୁ ଖାଇ ସର୍ବେ ହୁଅନ୍ତି ଖୁସି କାର୍ତ୍ତିକ ପୂର୍ଣ୍ଣିମା ପାଳନ୍ତି ହସି।। ତାକୁ ଖାଇ ସର୍ବେ ହୁଅନ୍ତି ଖୁସି କାର୍ତ୍ତିକ ପୂର୍ଣ୍ଣିମା ପାଳନ୍ତି ହସି।।
ମହାଶୂନ୍ୟେ ସତେ ଯିବକି ମିଳେଇ ମୂଲଚାଲ ପରା କିଛି ସରିନାହିଁ ! ମହାଶୂନ୍ୟେ ସତେ ଯିବକି ମିଳେଇ ମୂଲଚାଲ ପରା କିଛି ସରିନାହିଁ !
ଭକତି କୁସୁମାଂଜଳି ଭକତି କୁସୁମାଂଜଳି
ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ