STORYMIRROR

Pradeep Kumar Panda

Classics Inspirational Children

4  

Pradeep Kumar Panda

Classics Inspirational Children

ଦୋସ୍ତି

ଦୋସ୍ତି

1 min
24

ତୁ କରିଲେ ଋଣ ଆରେ ତୁ କରିଲେ ଋଣ ମୁଁ ସୁଝିବି କିସ୍ତି

ତୋର ମୋର, ଏଇତ ତୋର ମୋର ତୋର ମୋର ତୋର ମୋର

ଏଇତ ତୋର ମୋର ଦୋସ୍ତି

ଏଇତ ତୋର ମୋର ଦୋସ୍ତି, ଏଇତ ତୋର ମୋର ଦୋସ୍ତି ।

ତୁ କରିଲେ ପାପ ଆରେ ତୁ କରିଲେ ପାପ ମୁଁ ପାଇବି ଶାସ୍ତି

ତୋର ମୋର, ଏଇତ ତୋର ମୋର ତୋର ମୋର ତୋର ମୋର

ଏଇତ ତୋର ମୋର ଦୋସ୍ତି

ଏଇତ ତୋର ମୋର ଦୋସ୍ତି, ଏଇତ ତୋର ମୋର ଦୋସ୍ତି ।

ସହରରୁ ବସ୍ତି ଗୋଟେ ଚର୍ଚ୍ଚା, ଆମ ଦୋସ୍ତି ପାଇଁ କେତେ ଇର୍ଷା

ସହରରୁ ବସ୍ତି ଗୋଟେ ଚର୍ଚ୍ଚା, ଆମ ଦୋସ୍ତି ପାଇଁ କେତେ ଇର୍ଷା

ଖରା ହଉ ଶୀତ ହଉ ବର୍ଷା ଖୁସିରେ ଜିଇଁବା ମନ ଇଛା ।

ତୁ ହୋଇଲେ ଖୁସି ଆରେ ତୁ ହୋଇଲେ ଖୁସି ମୁଁ କରିବି ମସ୍ତି

ତୋର ମୋର, ଏଇତ ତୋର ମୋର ତୋର ମୋର ତୋର ମୋର

ଏଇତ ତୋର ମୋର ଦୋସ୍ତି

ଏଇତ ତୋର ମୋର ଦୋସ୍ତି, ଏଇତ ତୋର ମୋର ଦୋସ୍ତି ।

ତିନୋଟି ଦେହରେ ଗୋଟେ ମନ, ଛଅଟି ଆଖିରେ ଗୋଟେ ସ୍ୱପ୍ନ

ତିନୋଟି ଦେହରେ ଗୋଟେ ମନ, ଛଅଟି ଆଖିରେ ଗୋଟେ ସ୍ୱପ୍ନ

ସରିଯିବ ପଛେ ସାତ ଜନ୍ମ ସରିବନି କେବେ ଆମ ପ୍ରେମ ।

ତୁ କରିଲେ କଳି ଆରେ ତୁ କରିଲେ କଳି ମୁଁ କରିବି କୁସ୍ତି

ତୋର ମୋର, ଏଇତ ତୋର ମୋର ତୋର ମୋର ତୋର ମୋର

ଏଇତ ତୋର ମୋର ଦୋସ୍ତି

ଏଇତ ତୋର ମୋର ଦୋସ୍ତି, ଏଇତ ତୋର ମୋର ଦୋସ୍ତି

ଏଇତ ତୋର ମୋର ଦୋସ୍ତି, ଏଇତ ତୋର ମୋର ଦୋସ୍ତି ।

ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics