STORYMIRROR

Pradeep Kumar Panda

Drama Horror Tragedy

3  

Pradeep Kumar Panda

Drama Horror Tragedy

ସ୍ୱାଗତମ ପ୍ରବାସୀ

ସ୍ୱାଗତମ ପ୍ରବାସୀ

1 min
148

ଗୋଟେ ଡଲାର ଏବେ ଛୟାଅଶୀ,

ସ୍ୱାଗତମ ପ୍ରବାସୀ।

ଗରିବ ଭାଗ୍ୟରେ e KYC,

ସ୍ୱାଗତମ ପ୍ରବାସୀ I

ମଧ୍ୟାହ୍ନ ଭୋଜନରେ ନାହିଁ ଅଣ୍ଡା କଷି,

ସ୍ୱାଗତମ ପ୍ରବାସୀ।

ମାଣ୍ଡିପଙ୍କାର ଆଦିବାସୀ,

ସ୍ୱାଗତମ ପ୍ରବାସୀ।

୧୫ ଦିନରେ ୧୧ ଚାଷୀ,

ସ୍ୱାଗତମ ପ୍ରବାସୀ।

ରସୁଣ ଶହ ଚାଳିଶି,

ସ୍ୱାଗତମ ପ୍ରବାସୀ I


Rate this content
Log in

Similar oriya poem from Drama