STORYMIRROR

Pradeep Kumar Panda

Romance Fantasy Inspirational

4  

Pradeep Kumar Panda

Romance Fantasy Inspirational

ପ୍ରେମ

ପ୍ରେମ

1 min
10

ତୋ ପ୍ରେମ ଆଣୁଛି ମୋ ଜୀବନେ
ମଧୁଭରା ଚାନ୍ଦ ରାତି
ତୋ ଭାବନା ଆଣେ ଏ ମନେ
ପୂର୍ଣ୍ଣିମା ର ଜ୍ୟୋସ୍ନା ପ୍ରୀତି।।


ତୁ ସୁକୁମାରୀ ଅଳସୀ କନ୍ୟା
ଫଗୁଣ ବି ତତେ ଛୁଇଁବା ମନା।।


ହରିଣୀ ଆଖିରେ ନିରିହ ଚାହାଣୀ
କରେ ମୋତେ ଆନମନା
ଅହଂକାର ନାହିଁ ତୋ ପ୍ରେମରେ
ତୁ ଝିଅଟେ ନା ଖାଣ୍ଟି ସୁନା।।


ଦିନରେ ତୁ ସଜଫୁଟା ଫୁଲ
ରାତି ରେ ପୁଣି କଢ଼
ତୋ ପ୍ରେମରେ କେବେ ଆସିନି
ସୁନାମି କି ଝଡ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance