STORYMIRROR

Pradeep Kumar Panda

Romance Fantasy Inspirational

4  

Pradeep Kumar Panda

Romance Fantasy Inspirational

ତୋ ପ୍ରେମରେ ପାଗଳ

ତୋ ପ୍ରେମରେ ପାଗଳ

1 min
19

ତୋ ପ୍ରେମରେ ପାଗଳ ମୁଁ ଆଜି.. ଆଜି

ତୋ ପ୍ରେମରେ ଦିୱାନା ମୁଁ ଆଜି.. ଆଜି

ତୋ ପ୍ରେମରେ ମୁଁ ନିଜକୁ ରଖିଛି ବାଜି

ତୁ ହଁ କର୍ କି ନା କର୍ ତୋରି ମର୍ଜି

ତୋ ପ୍ରେମରେ ପାଗଳ ମୁଁ ଆଜି.. ଆଜି

ତୋ ପ୍ରେମରେ ଦିୱାନା ମୁଁ ଆଜି.. ଆଜି


ଏ ଛାତିରୁ ସବୁ ଲିଭେଇ ଦେଇ ମୁଁ

ଲେଖିଛି ତୋରି ନାଁ

ତତେ ଆଉ କିଏ ଚାହିଁ ଦେଲେ ଥରେ

ସେ ଛାତିରେ ଲାଗେ ନିଆଁ

ଏ ଛାତିରୁ ସବୁ ଲିଭେଇ ଦେଇ ମୁଁ

ଲେଖିଛି ତୋରି ନାଁ

ତତେ ଆଉ କିଏ ଚାହିଁ ଦେଲେ ଥରେ

ସେ ଛାତିରେ ଲାଗେ ନିଆଁ


ତୋ ପ୍ରେମରେ ଜଳୁଛି ମୁଁ ଆଜି.. ଆଜି

ତୋ ପ୍ରେମରେ ମରୁଛି ମୁଁ ଆଜି.. ଆଜି

ତୋ ପ୍ରେମରେ ମୁଁ ନିଜକୁ ରଖିଛି ବାଜି

ତୁ ହଁ କର୍ କି ନା କର୍ ତୋରି ମର୍ଜି

ତୋ ପ୍ରେମରେ ପାଗଳ ମୁଁ ଆଜି.. ଆଜି

ତୋ ପ୍ରେମରେ ଦିୱାନା ମୁଁ ଆଜି.. ଆଜି


ଏ ଆଖିରୁ ସବୁ ସପନ ଲିଭେଇ

ଦେଖୁଛି ତୋରି ସ୍ୱପ୍ନ

ସେ ସ୍ୱପ୍ନ ଯେବେ ଅଧା ରହି ଯାଏ

ନିଆଁ ତ ଲଗାଏ ଜହ୍ନ

ଏ ଆଖିରୁ ସବୁ ସପନ ଲିଭେଇ

ଦେଖୁଛି ତୋରି ସ୍ୱପ୍ନ

ସେ ସ୍ୱପ୍ନ ଯେବେ ଅଧା ରହି ଯାଏ

ନିଆଁ ତ ଲଗାଏ ଜହ୍ନ

ତୋ ପ୍ରେମରେ ଖେଳୁଛି ମୁଁ ଆଜି.. ଆଜି

ତୋ ପ୍ରେମରେ ହାରୁଛି ମୁଁ ଆଜି.. ଆଜି

ତୋ ପ୍ରେମରେ ମୁଁ ନିଜକୁ ରଖିଛି ବାଜି

ତୁ ହଁ କର୍ କି ନା କର୍ ତୋରି ମର୍ଜି

ତୋ ପ୍ରେମରେ ପାଗଳ ମୁଁ ଆଜି.. ଆଜି

ତୋ ପ୍ରେମରେ ଦିୱାନା ମୁଁ ଆଜି.. ଆଜି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance