STORYMIRROR

Archana Sahoo

Fantasy

4  

Archana Sahoo

Fantasy

ମାଆ ଶବ୍ଦ

ମାଆ ଶବ୍ଦ

1 min
176

ମାଆ ଏମିତି ଭାରି ମିଠା ଶବ୍ଦଟେ

ଯାହାକୁ ପାଟିରେ ଧରି ନେଲେ

ସତେ ଯେମିିତି ମୋ ପେଟ ପୁରିଯାଏ ।


ଭୋକ ଲାଗୁୁଥିଲେ ପେଟକୁ

ଭାତ ଯିବା ଆଗରୁ ତା'ର

ମିଠା ସ୍ୱର ରେ ମୋ ମନ ପୁରିଯାଏ ।


ଘରେ ସିିିଏ ଆଲୋକ ଶିଖାଟେ ପରି

ଜଳି ଜଳି ନିିିଜର ଅସ୍ତିିିତ୍ୱ ହରେଇ

ଆମକୁ ସେ ଅସ୍ତିିତ୍ୱ ଦେବାରେ ଲାଗିିିଥାଏ ।


ଅତୀତ ଭିତରେ ବର୍ତ୍ତମାନକୁ

ସେ ସଜାଡି ବାରେ ସତେ ଯେମିିିତି

ସେ ଯୁଗ ଯୁଗରୁୁ ବ୍ୟସ୍ତ ।


ଭାରି ହସ ଲାଗେ ଯେବେ ସେ

ନଖାଇ କୁହେ

ମୁଁ ଖାଇ ସାରିଲାଣି ।


ରୋଗରେ ପଡିଲେ

ତା ପଣତ ହିଁ ଔଷଧ

ରୂପେ କାମ କରେ ।


ସତରେ ମାଆ ଶବ୍ଦ

ପାଖରେ ମୁଁ ନତ ମସ୍ତକ ।


Rate this content
Log in

Similar oriya poem from Fantasy