Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RUNALAILA MOHANTA

Inspirational Others Children

3  

RUNALAILA MOHANTA

Inspirational Others Children

ମାଆ ର ସେନେହ

ମାଆ ର ସେନେହ

1 min
204



ମା ମୋ ମାଆ ମା ମୋ ମାଆ

ସେନେହ ତୋର ଦିଏ ସ୍ୱର୍ଗ ସୁଖ

କି ମୁହେଁ କରିବି ତୋର ଗୁଣଗାନ

ହସ କୁ ଦେଖାଇ ଲୁହ କୁ ଲୁଚାଇ

ଖୁସି ଦିଏ ଯିଏ ମୋ ମାଆ ସେହି

ଦିନ ପରେ ରାତି, ରାତି ପରେ ଦିନ

ହୁଏ ଯେ ଏଠି ସବୁର ପରିବର୍ତ୍ତନ

ହେଲେ ତୋ ସେନେହ ରହିଥାଏ ସମାନ ।

ପ୍ରଥମ ଗୁରୁ ସାଜି ମାଆ ତୁହି

ଗଢୁ କେତେ ଯତନେ ତୋ ରତନ

ଜିଅନ୍ତା ଦେବୀ ମୋର ପ୍ରିୟ ମାତା

ରହିଥିଲୁ ରହିଥିବୁ ସଦା ସାଥେ ମୋର

ତୋ ଠୁ ଯାଏ ଯେବେ ଦୂର

ମନେ ପଡୁ ତୁ ଅନେକ

ତୋ ସ୍ଥାନ କେହି ନେଇ ନ ପାରିବ

ତୁ ମୋ ହୃଦୟ ସ୍ପନ୍ଦନ

ରହିଲି ହୋଇ ମୁଁ ବନ୍ଦୀ

ତୋ ପ୍ରେମେ ସାରା ଜୀବନ ।




Rate this content
Log in

Similar oriya poem from Inspirational