Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhashree Bhattamisra

Tragedy

4.5  

Sudhashree Bhattamisra

Tragedy

ଲହୁ

ଲହୁ

1 min
429


ମୁଁ ଜାଳେନି ନିଜର ପ୍ରଦୀପ

ମୁଁ କହେନି ଆତ୍ମୀୟତାର

ଗୋପନ କଥା, ମୁଁ ଲେଖେନି

ଚିଠି ଯନ୍ତ୍ରଣା ର, ମୁଁ ପଢ଼େନି

ଆତ୍ମଜୀବନୀ ନିଜେ ନିଜର

ଗୋପନୀୟତାର ଗୋପନରେ

କହେ ଯେବେ ଯନ୍ତ୍ରଣା

ଗୋପନୀୟତାର

ପଢ଼େନି ନିଜ ଲହୁରେ

ଲେଖା ଚିଠି ନିଜେ

ଯନ୍ତ୍ରଣା ର ଗୋପନ

କଥା ଟିକକ, ହୃଦୟର

ଗଭୀର ପ୍ରକୋଷ୍ଠ ରେ

ସାଇତିବାର ପ୍ରଯତ୍ନ

ଯଦି କରି ହୁଅନ୍ତା

ମୁଁ ଲେଖେନି କେବେ

ଚିଠି ଯନ୍ତ୍ରଣା ର

ଗୋପନୀୟତାର

ମୁଁ ପଢ଼େନି କେବେ

ନିଜ ଲହୁରେ ଲେଖା ଚିଠି ।।


Rate this content
Log in

Similar oriya poem from Tragedy