Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarsini Das.

Tragedy

3  

Priyadarsini Das.

Tragedy

ଚେର

ଚେର

1 min
314



ପାଳ ଭୂତ ସିନା ଜଗି ଥାଏ

       ଚାଷୀର ଚାଷକୁ ,

ବାଡ଼ ଖାଇ ଯାଏ ଏଇଠି 

       ଧାନ କ୍ଷେତକୁ ।


ମୁଖରେ ବତିଶିର ଲହରୀ 

     ଅଣ୍ଟାରେ ଛତିଶ ବଇରୀ 

       କୁଟୁମ୍ବ ଖାଲି ନାମକୁ ,

ମୁଠେ ପାଳ ପଛରେ ଲଗାଇ ନିଆଁ 

       ଜଳା ଯାଏ ପାଳ ଗାଦିକୁ ।


ନିର୍ମୁଳି ଲମ୍ବାଏ ବାର ହାତ ମୂଳ

   ବର ,ଆମ୍ବ ପାଏ ମୃତ୍ୟୁ ଅକାଳ ,

 ଅର୍କିଡ ବଞ୍ଚି ଯାଏ ପବନରେ ଝୁଲି 

   ଅଶ୍ୱସ୍ତ ମରିଯାଏ ମାଟି ନ ପାଇ ।


ମାଟି ତଳେ ଶାଖା ,

   ପବନରେ ମୋଟା ମୋଟା ଚେର

ମୁଖରେ ଚେର , ପେଟରେ ଚେର ।

ମୋହର ପରେ ମୋହର ମାରି ଚେର 

  ଆଜି ଛୁଏଁ ମହାକାଶକୁ ।




Rate this content
Log in

Similar oriya poem from Tragedy