Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarsini Das.

Romance

3  

Priyadarsini Das.

Romance

ଅଜଣାରୁ ଜଣା

ଅଜଣାରୁ ଜଣା

1 min
253



କିଛି ଦିନ ପୂର୍ବେ ଥିବା ଅଜଣା ମୁହଁ 

ଆଜି ଚିହ୍ନା ହୋଇ ଉଠେ ।


ଅଜଣା ରୁ ପାଲଟି ଯାଅ ତୁମେ ଜଣା ,

ତୁମ ବିନା ଏ ମନ ହୁଏ ବାଟବଣା ।


ଇଚ୍ଛା ହୁଏ ଖାଲି ଦେଖିବାକୁ ତୁମର ସେ ଚେହେରା,

ହଜିବାକୁ ତୁମ ସ୍ପନ୍ଦନ ଭିତରେ ,

ରହି ଯିବାକୁ ମନ ହୁଏ ତୁମରି ଭିତରେ ।


ମାେ ହାତ ପାପୁଲି ରେ ମୋ ଖୋଜେ ତୁମକୁ ,

ବାରମ୍ବାର ଦେଖୁଥାଏ କେଉଁ ରେଖା ଯାଏ ତୁମ ଆଡକୁ ,

କେଉଁଠି ଭେଟିବି ମୁଁ ତୁମକୁ ।


କେଉଁଠି ଅନ୍ତ ହେବ 

ମୁଁ ଓ ତୁମ ର ,

ପାଲଟି ଯିବା ଆମେ ।


ଯିଏ କାଲି ଥାଏ ପୁରା ଅଜଣା ,

ସେ ଆଜି ମୋର ପୁରା ଜଣା ।


Rate this content
Log in

Similar oriya poem from Romance