STORYMIRROR

Laxmipriya Sahu

Tragedy

3  

Laxmipriya Sahu

Tragedy

କ୍ଷଭ

କ୍ଷଭ

1 min
207


ତମ ପାଇଁ ଲୁହ ଝରୁ ନାହିଁ

            ଏ ପଶ୍ଚାତାପର ଲୁହ

କୁହୁଡ଼ିରେ ସ୍ବପ୍ନ ଦେଖିଥିଲି

       ସୂର୍ଯ୍ୟାଲୋକରେ ପରିଷ୍କାର କଲି

ଯେତେବେଳେ ଶୁଣିଲି କାହାକୁ ଅପେକ୍ଷା

               କାହା ପାଇଁ ପ୍ରତୀକ୍ଷା

ଜାଣିଲାନି ସବୁ ମୁହୂର୍ତ୍ତ ତାରି ପାଇଁ

        ସ୍ବପ୍ନ ସେହି ପ୍ରରୀକ୍ଷିତ ସମୟ ପାଇଁ

ସନ୍ଦେହ ଭାଷାରେ ସେ ସମୟ ପୂରିଲା

      ସ୍ନେହ ଶ୍ରଦ୍ଧା ପ୍ରେମରେ କଳଙ୍କ ଲାଗିଲା

ବୁଝିଲି ମଣିଷ କେତେ ଆତ୍ମ ସଂଶ୍ଳେଷଣ

             ବିଶ୍ଳେଷଣ ଅନ୍ୟଠି ରଖିଲା

ନିଜକୁ କେବେ ତର୍ଜମା କରିବ

              ସେତିକି ପ୍ରତୀକ୍ଷା ରହିଲା ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy