STORYMIRROR

Laxmipriya Sahu

Others

3  

Laxmipriya Sahu

Others

ପ୍ରତୀକ୍ଷା

ପ୍ରତୀକ୍ଷା

1 min
243


ମୂରତୀ ସିନା ମନ୍ଦିରର

        ଭାବରେ ମୁଁ ତୋର

ମମତାରେ ଯୋଶଦା ନୁହେଁ

       ସେନେହରେ ଦେବକୀ ନୁହେଁ 

ଭକତିରେ ଗୋପୀ ନୁହେଁ

        ଭକତରେ ଆକ୍ରୁର ନୁହେଁ 

ପ୍ରେମରେ ରାଧା ନୁହେଁ

        ପୀରତିରେ ମୀରା ନୁହେଁ

ସଖାରେ ସୁଦାମା ନୁହେଁ

         ବନ୍ଧୁରେ ଅର୍ଜୁନ ନୁହେଁ

ଭଉଣୀରେ ସୁଭଦ୍ରା ନୁହେଁ

         ଭାଇରେ ବଳରାମ ନୁହେଁ

ସଖିରେ ଦ୍ରୌପଦୀ ନୁହେଁ

          ମୁଁ ତୋ ସେବିକା ମାତର

ଅହଲ୍ୟା ସାଜି ପଡ଼ିଅଛି

          ଜୀବନ ଚଲା ରାସ୍ତାରେ

ତୁମ୍ଭ ମହାର୍ଘ୍ୟ ଅପେକ୍ଷାରେ.... ।       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍