STORYMIRROR

Laxmipriya Sahu

Others

3  

Laxmipriya Sahu

Others

ମୋହ

ମୋହ

1 min
169


ହେ ଈଶ୍ୱର ଜଗତର ସୃଷ୍ଟିକର୍ତ୍ତା

ସୁଖ ଦୁଃଖ ଯେ ଭିଆଣ କରିଛ ଜଗତେ

ସୁଖ ଯେ ଶବ୍ଦରେ ସୀମିତ ଏଠି

ଦୁଃଖ ସିନା ପ୍ରାଣୀ ଅଙ୍ଗେ ଲିଭାଉଛି ନୀତି

ଚତୁବର୍ଗ ଫଳ ପ୍ରାପ୍ତି କଥା କଥାରେ ରହିଛି

ପାଇବାର ମାଧ୍ୟମ କିଏ କାହାଠୁ ବୁଝୁଛି

ଧନ ସମ୍ପତ୍ତି ମାନ ଯଶ ଆଶାରେ

ମଣିଷ ସିନା ଦୁଃଖ ପଛେ ଗଡା଼ଉଛି

ରୋଗ,ବ୍ୟାଧି,ହିଂସା,ସ୍ୱାର୍ଥପରତାରେ ସଢୁଛି

ପୁଣି ଘାସ ଆକାଶ କଥା କହି ବୋଧ ଯାଉଛି

ମଣିଷ ଏଠି ସିଂହ ବାଘର ଗପ ଶୁଣାଉଛି

ସମୁଦ୍ର ଯେ ମାଡ଼ି ଆସୁଛି ଏ କଥା କିଏ କହୁଛି 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍