STORYMIRROR

Suresh chandra Padhy

Action

4  

Suresh chandra Padhy

Action

କୃଷ୍ଣ ଚୁଡା

କୃଷ୍ଣ ଚୁଡା

1 min
19


କୃଷ୍ଣ ଚୁଡା କେତେ ସୁନ୍ଦର ହୋଇଛି

ପ୍ରଭୁ ଙ୍କ ମଥାରେ ସେ ଲାଗି ହେଉଛି

ଗୁମ୍ଫା ହୋଇ ଫୁଟି ଥାଏ ସେ ନୀତି

ଲାଲ ରଙ୍ଗରେ ସେ ସର୍ବଦା ଫୁଟଇ

କୃଷ୍ଣ ଙ୍କ ସେ ଅତି ପ୍ରିୟ ଫୁଲ ହେଲା

ସର୍ବଦା ପ୍ରଭୁ ଙ୍କ ପାଇଁ ଫୁଟି ଉଠିଲା

କଳା କାହ୍ନୁ ନୀତି ଖୋଜେ ଫୁଲକୁ

ଫୁଲ ରସିଆ ସେ ଭଲ ପାଏ ତାକୁ

ଦୂରେ ଯେବେ କୃଷ୍ଣ ଚୁଡା ଦିସୁ ଥାଏ

ବୃକ୍ଷ ରେ ପରି ପୂର୍ଣ୍ଣ ହୋଇ ରହି ଥାଏ

କେତେ ଭାଗ୍ୟ ତାର ସତେ ହୋଇଲା

ସୁନ୍ଦରୀ ହେବା ସହ ପ୍ରଭୁ ଙ୍କ ହେଲା

କୃଷ୍ଣ ଚୁଡା ପାଇଁ ପ୍ରକୃତି ସୁନ୍ଦର ହୋଇଛି

ଯୋଗୀ ରୁଷି ଙ୍କ ମନ କୁ ଛୁଇଁ ସେ ପାରିଛି ।।


Rate this content
Log in

Similar oriya poem from Action