କିଏ ନୁହେଁ କାହାର
କିଏ ନୁହେଁ କାହାର


ଅଳିକ ଦୁନିଆ ରେ କିଏ ବା କାହାର
ଆଜିର ଜୀବନ କାଲିକି ନାହିଁ
ମିଛ ମାୟା ସଂସାରରେ କିଏ ନୁହେଁ
ନିଜର
କିଏ ନୁହେଁ କାହାର ।
ସବୁ ମିଛ କିଛି ନୁହେଁ ସତ କିଏ ନୁହେଁ
ଆପଣାର
ପିତାମାତା ଭାଇ ବନ୍ଧୁ ସବୁ ମିଛ କେହି
ନୁହେଁ କାହାର ।
ଆସିଛି ମୁଁ ଏକା,ଯିବି ମୁହିଁ ଏକା ଏହା
ସତ୍ୟ ଏ ଗିର
କେହି ଆସିନି ସଙ୍ଗତରେ କେହି ନ ଯିବେ
ସଙ୍ଗର ।
କିଏ ନୁହେଁ କାହାର ମୁଁ ତ ନିଜେ ନିଜର
ମିଛ ଏ ରଙ୍ଗ ମଞ୍ଚ ମିଛ ମାୟା ସଂସାର
ଏଠି ଜଣେ ଜଣେ କଳାକାର
ସବୁ ମାୟା ଖେଳ ଘର କେହି ନୁହେଁ ଟି
କାହାର ।