STORYMIRROR

GAGAN KUMAR DASH

Tragedy

3  

GAGAN KUMAR DASH

Tragedy

ହୀନ ଟିଏ ତୁମେ

ହୀନ ଟିଏ ତୁମେ

1 min
212


ତୁମେ ଆସି ବସିଯାଅ

ମୋ ମନ ଗହନରେ

ଜମେଇ ଦିଅ

ପ୍ରିତୀର ଖିଆଲି ନିଶା

ସେତେବେଳେ ଭୁଲିଯାଏ

ମୁଁ ମୋର ନିଜତ୍ବ ।


କେତେବେଳେ ଚାଲିଯାଅ

ପଚା ନର୍ଦ୍ଦମାକୁ

ଅନ୍ଧାରୀ ମୂଲକକୁ

ଯେମିତି ନେତା

ବଦଳାଏ ଦଳ

ବର୍ଷା ଯେଉଁ ଆଡେ

ଛତା ସେହି ଆଡେ

ସତେ କେତେ

ହୀନ ଟିଏ ତୁମେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy