STORYMIRROR

GAGAN KUMAR DASH

Children

4  

GAGAN KUMAR DASH

Children

ତିନି ଦିିନିଆ ଛୁଟି

ତିନି ଦିିନିଆ ଛୁଟି

1 min
301



ତିନି ଦିନିଆ ଛୁଟି,

          ଗରମା ଗରମ ରୁଟି ।

ପିଢ଼ାର ଉପରେ ବସ,

          ଖାଇବରେ ପିଲେ ଆସ ।

ମାଆ ଦେଲେଣି ବାଢ଼ି,

           ପତ୍ର ତ ଗଲାଣି ପଡ଼ି ।

ବଢା ହେଲାଣି ବେସର,

          ଡାଳି ଭଜା ହେବ କାକର ।

ଧାଇଁଲେ ବାପୁନୁ ସୋନୁ,

          ଲିଟିଲ୍, ନଥୁଆ, କାହ୍ନୁ ।

ଶାଗ ଖରଡା ସାଥ

ିରେ,

          ଆମ୍ବ ଚଟଣୀ ଖଟାରେ ।

ସଅଳ ଖାଇବା ସାରି,

          ଗଣିତକୁ ଦେବା କରି,

ସାମାଜିକ ଓ ବିଜ୍ଞାନ,

           ସାହିତ୍ୟ ଓ ଚିତ୍ରାଙ୍କନ ।

କରିବା ସ୍କୁଲର ପାଠ,

           ଆଉ ଯେତେ କାମ ମଠ ।

ତାହାପରେ ହେବ ଖେଳ,

           ଏହା ଆମ ପାଇଁ ବେଳ ।





Rate this content
Log in

Similar oriya poem from Children