Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Omm Prasad Pradhan

Abstract Tragedy Inspirational

4.1  

Omm Prasad Pradhan

Abstract Tragedy Inspirational

କିଛି ପ୍ରଶ୍ନ

କିଛି ପ୍ରଶ୍ନ

1 min
36



ପରିଚୟର ପରମ୍ପରା ନେଇ 

ସଫଳତାର ସୁର୍ଯ୍ୟ ସହ 

ଅହଂକାରର ଭିତ୍ତିଭୂମିରେ

ଧନାଢ୍ୟ ବ୍ୟକ୍ତିତ୍ୱ ସହ 

ଜୀବନର ସ୍ୱାଦ କି ବାରି ହୁଏ ।


ସାଧା ସିଧା ସମ୍ପର୍କରେ

କୃତ୍ରିମତାରରଙ୍ଗ ମିଶେଇ 

ଗଢି ଉଠୁଥିବା ଔପଚାରିକତା 

କଣ ସମ୍ପର୍କ କୁ ସିଦ୍ଧ କରିପାରେ ।


ଅନ୍ନମୟ ଏହି ଶରୀରରେ 

ଆସକ୍ତିକୁ ଉତ୍ପନ୍ନ କରି

ଅନାସକ୍ତର ଡିଣ୍ଡିମ ପିଟି 

ସନ୍ୟାସୀର ପୋଷାକ ପିନ୍ଧି 

ସାକାହାରୀର ଖାଦ୍ୟାଭାସରେ 

କି ସିଦ୍ଧିତ୍ୱକୁ ଆମେ ଆଶା କରୁଛୁ  ।



Rate this content
Log in

Similar oriya poem from Abstract