Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Omm Prasad Pradhan

Abstract Tragedy Action

3  

Dr.Omm Prasad Pradhan

Abstract Tragedy Action

ଝଡ

ଝଡ

1 min
204



ଝଡ ହେଇ ଆସିଥିଲି 

ବର୍ଷା ହେଇ ଫେରିବି ନିଶ୍ଚୟ। 


ନୀଳ ନଗର ରେ ପାଦ ଥାପିଥିଲି 

ଜହର ର ଜନ୍ମ ନେଇ

ବିଷାକ୍ତ ପୃଥିବୀ କୁ ,

ଅମୃତ କଣାଏ ଦେବି ନିଶ୍ଚୟ ।


କଣ୍ଟା ହେଇ ଆସିଥିଲି ନଗର କୁଳ କୁ 

 ପଦ୍ମ ଫୁଲ ଟିଏ ଦେବି ନିଶ୍ଚୟ ।


ପ୍ରବେଶ କରିଥିଲି ପ୍ରସାଦ ହେଇ 

ଅନ୍ନ ଥାଳି ଟିଏ ଦେବି ନିଶ୍ଚୟ ।


ଆସିଥିଲି କାନ୍ଦି କାନ୍ଦି 

ଗଲାବେଳେ ହସ ଦେବି ନିଶ୍ଚୟ ।










Rate this content
Log in

Similar oriya poem from Abstract