Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Omm Prasad Pradhan

Abstract Tragedy Inspirational

3  

Dr.Omm Prasad Pradhan

Abstract Tragedy Inspirational

ଆଂଶିକ ଈଶ୍ୱର

ଆଂଶିକ ଈଶ୍ୱର

1 min
150



ଦେବାଳୟ ରେ ଦେବତା 

ସମାଜ ରେ ସନ୍ଥ 

ଜଳଉତ୍ସ ରେ ସମୁଦ୍ର 

ଆକାଶ ରେ ସୂର୍ଯ୍ୟ 

ସମସ୍ତେ ପ୍ରିୟ ସମାଜକୁ ।


ରୁଗ୍ଣାଳୟ ଭିତରେ ମୁଁ 

ନିମିଷକ ପାଇଁ ଖୁବ ଆତ୍ମୀୟ 

ରୋଗୀ ର ଆବଶ୍ୟକତା ପର୍ଯ୍ୟନ୍ତ 

ନିରୋଗୀ ର ନିଦାନ ସେବନ ପରେ 

ଖୁବ ଆତ୍ମୀୟ ହେଇଉଠେ

ଏଇ ଧଳା ପୋଷାକ ରେ ଥିବା ଜଣେ ।


ମଣିଷରୁ ସାକ୍ଷାତ ଇଶ୍ୱର 

ସାଧରଣରୁ ଅସାଧାରଣ ବ୍ୟକ୍ତିତ୍ୱ 

ମଣିଷ ରୁ ମଣି ତୁଲ୍ୟ ମୂଲ୍ୟବାନ 

କିଛି ସେକେଣ୍ଡରେ ହେଇଯାଏ ।


ଛାରି ଘଣ୍ଟା ର ଦାୟିତ୍ୱ ଭିତରେ 

ଚାରିସହ ଶରୀର ର ହେତୁ ,

ଚାରି ହଜାର ରୁଗ୍ଣ ସ୍ୱର ଭିତରେ 

ନିଜକୁ ଭୁଲି ଯିବାକୁ ହୁଏ ।


ସହସ୍ରାଧିକ ଔଷଧି ଭିତରେ 

ରୁଗ୍ଣତା ଉପଶୟ ର ଚୟନ ,

ଆମୟୀକ ପ୍ରୟୋଗ ର ମନନ

ଏମିତି ଅନେକ କିଛି

ଦାୟିତ୍ୱକୁ ସମର୍ପି ଦେବାକୁ ହୁଏ ।


Rate this content
Log in

Similar oriya poem from Abstract