Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoja kumar Pattnayak

Abstract Action Fantasy

3  

Manoja kumar Pattnayak

Abstract Action Fantasy

ଜନ୍ମଦିନ

ଜନ୍ମଦିନ

1 min
208


ଭାଦ୍ରବ ମାସ ଗଣେଷ ଚତୁର୍ଦ୍ଦଶୀ 

ଦିନ ଥିଲା ବୁଧବାର

ଉଣିଶ ଆଠାନବେ ମସିହା ଟି ଥିଲା 

ଜନମ ଦିନ ମୋହର ।


ପିତା ସିମାଞ୍ଚଳ ମାତା ମୋ ସୁଷମା 

ରାଳବ ମୋ ବାସ ସ୍ଥାନ

ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବ୍ଲକ 

ରାଳବରେ ବିଦ୍ୟମାନି ।


ଜୀବନ ପଥରେ ଆଗେଇ ଚାଲିଛି 

ସୁଖ ଦୁଃଖ ବୋଳି ହୋଇ

ଭାଙ୍ଗି ପଢ଼ି ନାହିଁ ଜୀବନ ଯୁଦ୍ଧରେ 

ସାହା ମୋ ଜଗତ ସାଇଁ ।


Rate this content
Log in

Similar oriya poem from Abstract