Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shantanu Gurandi

Abstract

3  

Shantanu Gurandi

Abstract

ଜନ୍ମାଷ୍ଟମୀ

ଜନ୍ମାଷ୍ଟମୀ

1 min
109



ମେଘ ର ଶଦ୍ଦ ରେ କମ୍ପେ ତ୍ରିଭୁବନ

ବିଜୁଳି ଚମକ। ରାତି 

ଘଡଘଡି ସାଥେ ବରଷା ପବନ

ମର6ତ ଆସିଲା ଖସି ।।


ଦେବକୀ ଗର୍ଭ ରୁ କୃଷ୍ଣ ଜନମିଲେ

ଧର୍ମ ର ସ୍ଥାପନ ପାଇଁ 

ବସୁଦେବ ନେଇ ଛାଡିଲେ ଗୋପରେ

ବଢ଼ିବେ କଳା କହ୍ନେଇ।।


କୃଷ୍ଣ ଙ୍କ ସ୍ପର୍ଶ ରେ କାରାଗାର ଦ୍ଵାର 

ପଡ଼ିଲା ସବୁ ଯେ ଖୋଲି

ବିନା ବିପଦ ରେ ବସୁଦେବ ଗଲେ 

ନେଇ ପୁଣି ବନମାଳି।।


ଗୋପପୁର ଯାଇ ଯଶୋଦା କୋଳ ରେ

ଥୋଇ ଯେ କଳା କହ୍ନେଇ

ଯୋଗମାୟ।ଙ୍କୁ ଯେ ନେଇ ନ ଆସିଲେ 

କଳା ଶ୍ରୀମୁଖ କୁ ଚାହିଁ ।।



Rate this content
Log in

More oriya poem from Shantanu Gurandi

Similar oriya poem from Abstract