STORYMIRROR

Suresh chandra Padhy

Abstract

3  

Suresh chandra Padhy

Abstract

କ୍ରୋଧ ର ଜ୍ୱାଳା

କ୍ରୋଧ ର ଜ୍ୱାଳା

1 min
166

କ୍ରୋଧର ଜ୍ୱାଳାରେ ନୀତି ମୁ ଜଳୁଛି

ମୋତେ ଭାରି କ୍ରୋଧ ନୀତି ଆସୁଛି

କ୍ରୋଧର ଅଗ୍ନି ମୋ ଭିତରେ ରହିଛି

କ୍ରୋଧର ନିଆଁ ମୋତେ ଜାଳି ଦେଉଛି

କେହି କିଛି କହିଲେ ଭାରି କ୍ରୋଧ ଆସୁଛି

ସେଇ କ୍ରୋଧ ମୋ ହୃଦୟ ରେ ଯନ୍ତ୍ରଣା ଦେଉଛି

କ୍ରୋଧ ମୁ ରୋକି ପାରୁନାହିଁ

କ୍ରୋଧ ମୋତେ କଷ୍ଟ ଦେଉଛି ଭାଇ

କ୍ରୋଧର ଭୟାଭୟତାକୁ ମୁ ଜାଣିଛି

ତଥାପି କ୍ରୋଧ ମୋତେ ଜାଳି ଦେଉଛି

ହେ ପ୍ରଭୁ ଏତିକି କୃପା କରିବ

ଅପୂର୍ବ ସହିବାର ଶକ୍ତି ମୋତେ ଦେବ

କ୍ରୋଧ ମୋ ଭିତରେ କେବେ ନ ଆସୁ

ତୁମରି କୃପା ମୋ ଉପରେ ବରଷୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract