Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradesh Pratyush

Abstract Tragedy Others

3  

Pradesh Pratyush

Abstract Tragedy Others

ଜୀବନ

ଜୀବନ

1 min
206


ପ୍ରତ୍ୟେକ ମୁହୂର୍ତ୍ତ ହସିବା କାନ୍ଦିବା

ପାଇବା ହଜେଇବା

ଛାଇ ଆଲୁଅର ଖେଳ ।


କିଛି ଆଲୋକିତ ଆଉ କିଛି ଅନ୍ଧକାର ...

ଟଙ୍କାର ଦୁଇପାର୍ଶ୍ଵ !


ବାସ୍ତବ ବି ଭ୍ରମିତ -

ମୋହ କୋହରେ ଲେଖିବାକୁ ହୁଏ

ପ୍ରୀତିର ଗୀତ ।


ଅଲୋଡ଼ା ସ୍ଵପ୍ନ ବି ମଧୁର କରେ

ଜୀବନକୁ !

ମରିଚିକାର ମରୁଭୂମିରେ ତଥାପି

ଯନ୍ତ୍ରଣା ସିକ୍ତ ମନ ସୁନ୍ଦର ।

  


Rate this content
Log in

Similar oriya poem from Abstract