Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

Pradesh Pratyush

Abstract Tragedy Others


3  

Pradesh Pratyush

Abstract Tragedy Others


ଜୀବନ

ଜୀବନ

1 min 184 1 min 184

ପ୍ରତ୍ୟେକ ମୁହୂର୍ତ୍ତ ହସିବା କାନ୍ଦିବା

ପାଇବା ହଜେଇବା

ଛାଇ ଆଲୁଅର ଖେଳ ।


କିଛି ଆଲୋକିତ ଆଉ କିଛି ଅନ୍ଧକାର ...

ଟଙ୍କାର ଦୁଇପାର୍ଶ୍ଵ !


ବାସ୍ତବ ବି ଭ୍ରମିତ -

ମୋହ କୋହରେ ଲେଖିବାକୁ ହୁଏ

ପ୍ରୀତିର ଗୀତ ।


ଅଲୋଡ଼ା ସ୍ଵପ୍ନ ବି ମଧୁର କରେ

ଜୀବନକୁ !

ମରିଚିକାର ମରୁଭୂମିରେ ତଥାପି

ଯନ୍ତ୍ରଣା ସିକ୍ତ ମନ ସୁନ୍ଦର ।

  


Rate this content
Log in

More oriya poem from Pradesh Pratyush

Similar oriya poem from Abstract