STORYMIRROR

Patel Narendra

Abstract

3  

Patel Narendra

Abstract

ଚୁଳ ବୁଲିଆ ମନ

ଚୁଳ ବୁଲିଆ ମନ

1 min
197


ମନ ନାଏ ରହେ ଘଡ଼େ କି ବେଲେ ଥାବେ ,

ହମିସାରି ବୁଲୁଥିସି ଥଏ ନେଇ କେଭେ !


ସବୁ ଠାନେ ନାଏ ପାରେ ଚୁପରହି ,

ଟୁପୁର ଟାପୁର ଗୁପା ଗୁନଲା ହଇ !


ଭାବୁଥୁସି ଆଝିର ମୁଇଁ ସରଗେ ହେମି ରଜା ,

ଆର ଘଡ଼େ ପରେ ବଜନିଆଁ ଘରର୍ ବଜା !


ମନେ ଭାବି କହୁଛେ ଦିନେ କେଁ ଧନ ଦରବ ଗଦା ,

ସୁଇ କରି ଉଠଳା ବେଳେ କୁରିଆ ଘରେ ଦିଶେ ଚନ୍ଦା !


ଫୁଳେ ଫଳେ ଗଢ଼ମି ଗୁଟେ ସୁନର ଦେଉଳ ,

ଇଥର ମୁଇଁ ଆମ୍ବଗଛେ ଦେଖବ ଫଲାମି ମହୁଳ !


ତତେ ବିହା ହଇଁ କରମି ମନର ରାନୀ ,

ଗାଡ଼ି ମଟର ଚଲାମି ନିଶ୍ଚେ ମୁଇଁ ପାନି !


ହମିସା ଖାଲି ମାରୁଛେ ଫୁଟାଣି ,

ବସି ଖାଏବୁ ଜାହାକେ ଯେତେ ଖଣି !


Rate this content
Log in

Similar oriya poem from Abstract