STORYMIRROR

Patel Narendra

Romance

4  

Patel Narendra

Romance

ତୁଇଁ ତ

ତୁଇଁ ତ

1 min
318

ଆଝିର୍ ବାଗିର୍ ଲାଗୁଛେ ସୋର୍ କଲେ ସେ ଆଘୋର୍ ଦିନ୍ !

ଛୁଆ ଦିନେ କେତେ ଖିଆଲ୍ ଖେଚଡ୍ ନୁ କହୁ ଥିଲୁ ତୁଇଁ ତ !

ଗୁଟେ ଦୁଲି ପନା ହଇଥିଲା ତୁମର ଫଟା ଘରର୍ ଉରା ନୁ !

ତୁଇଁ ବସି କରି ଝୁଲୁ ଥିଲୁ ଦୁଲି ଆର୍ ମୁଇଁ ବୁ କହୁଥିଲି ହଁ ତ !

ଆଝିର୍ ଫେର୍ ମୁଇଁ କେନ୍ତା କରି କହେମି ତୁମେ ତ !

ଛୁଆ ଦିନୁ ମନେ ମନେ ଭଲ ପଉଥିଲି ମୁଇଁ !

ତୁଇଁ ତ ମନର୍ ରାନୀ ଗେଲହେଇ ସଜନି ତୁଇଁ !


Rate this content
Log in

Similar oriya poem from Romance