Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Nayak Akshaya raazhasti

Romance

2  

Nayak Akshaya raazhasti

Romance

ଜହ୍ନ ର ଠିକଣା

ଜହ୍ନ ର ଠିକଣା

1 min
108


ରେ ମନ

ଏ ମନ

କାଇଁ ସେଇ ଜହ୍ନ କଥା ପଚାରୁ କହିଲୁ?

କୁଆଁରୀ ଙ୍କ ମେଳେ କଇଁ ଗାଡ଼ିଆ ରେ

ହୋଇଛି ସେ ଆନମନା

କଣ ବିଶ୍ଵାସ ହେଉନି?

ଆସୁନ ଆସଆସ

ମୋ ସାଙ୍ଗେ କେମିତିକା ଆଖି କଷା

ପାଦ ଝିମି ଝିମି ଭାବନା ରେ ଛନ୍ତି ଲଳନା

ଘାରିଛି ବିରହ ବେଦନା ।

ଏଇମିତି ହେଲେ ବାଜି ଉଠି

 ଜୀବନ ଯୁଦ୍ଧ ର ଘୋଷଣା ?



Rate this content
Log in