ନାୟକ ଅକ୍ଷୟ ରାଜହସ୍ତୀ
Romance
ଇତର ଦେହୀ,
ଇତି କରୁଛି ମୁଁ ଚିଠି ଦେଇ
ତିଳର ଗୁଣା,
ତିଥିଚାରି ଦିନ ପ୍ରୀତିରେ ବଣା l
ତୁଳିତୁଳ୍ପରେ,
ତୁନିହେବ ଛାତି ଭିଜି ଗଳ୍ପରେ l
ମନ ପୁରୁଷ,
ମଧୁ ଝରା ରାତି ଆସ ହେ ଆସ l
ରଜନୀ ଭାଗେ,
ରମଣୀ କି ଯୁବା କହଇ ଆଗେ l
ମୁଁ ଯେ ତୁମର,
ମୁଁହଁ ଖୋଲି କହିଦେଲି ଗୁମର l
ଚୁମ୍ବନ
ପ୍ରତିଜ୍ଞାତ ମୋ...
ପ୍ରୀତି ପତର
ଇତି ତୁମର ମୁଁ
ବେସୁରା ଗୀତ
ବୁଝ ମନକଥା ଥରେ
ଖରା ତରା
ଉଡାଣ
ବାଉଳା ମନ
କାଳିଜାଇ
ଅୟୁତ କୁସୁମ ସୁଷମାରେ ତୋରା ଅୟୁତ ବିହଗ କୁଜିତା ଘର ଅଗଣା ମୋ ଦିଶଇ ଶୋଭିତା ଦେଖିଯାଅ ଥରେ ବନିତା. ଅୟୁତ କୁସୁମ ସୁଷମାରେ ତୋରା ଅୟୁତ ବିହଗ କୁଜିତା ଘର ଅଗଣା ମୋ ଦିଶଇ ଶୋଭିତା ଦେଖିଯାଅ...
ମନେ ପଡେ ମନ କଥା ମନେ ପଡେ ମନ କଥା
ମନେ ପଡେ ମୋର ମନେ ପଡେ ମୋର
ମସଲା ବଜାର ମସଲା ବଜାର
କହ୍ନେଇ ର ଜନମ ଦିନ କହ୍ନେଇ ର ଜନମ ଦିନ
ପ୍ରଣୟ ବଲ୍ଲଭୀ ପ୍ରଣୟ ବଲ୍ଲଭୀ
ତୁମେ ଗଲାପରେ ତୁମେ ଗଲାପରେ
ଆସେ ଯେବେ ଚନ୍ଦ୍ରମା ମେଘାଚ୍ଛନ୍ନ ଅମ୍ବରେ ତାରାମାଳେ ଅଙ୍କିଦିଏ ତୁମ ପ୍ରତିବିମ୍ବ ଆସେ ଯେବେ ଚନ୍ଦ୍ରମା ମେଘାଚ୍ଛନ୍ନ ଅମ୍ବରେ ତାରାମାଳେ ଅଙ୍କିଦିଏ ତୁମ ପ୍ରତିବିମ୍ବ
ସ୍ମରଣ ସ୍ମରଣ
ଜୀବନର ମରୁକୋଳେ ଯେମିତି ଖେଳେ ମନ୍ଦାକିନୀ ସ୍ରୋତସ୍ୱନେ ସ୍ୱପ୍ନରେ ଆସି ମଦାଳସି ମୋ ପ୍ରେୟସୀ କ... ଜୀବନର ମରୁକୋଳେ ଯେମିତି ଖେଳେ ମନ୍ଦାକିନୀ ସ୍ରୋତସ୍ୱନେ ସ୍ୱପ୍ନରେ ଆସି ମଦାଳସ...
ଚିନ୍ତା ଚିନ୍ତା
ସ୍ମୃତି ରହିଯିବ ସାତ ସପନ ସ୍ମୃତି ରହିଯିବ ସାତ ସପନ
ସପନେ ଯୌବନ ସପନେ ଯୌବନ
((ପ୍ରେମିକାକୁ ପଦେ)) ((ପ୍ରେମିକାକୁ ପଦେ))
ଭାଇ ଭଉଣୀର ସ୍ମୃତି ମୟ ମୁହୂର୍ତ୍ତ ଭାଇ ଭଉଣୀର ସ୍ମୃତି ମୟ ମୁହୂର୍ତ୍ତ
ରାକ୍ଷୀ ଫୁଲ ରାକ୍ଷୀ ଫୁଲ
ମୁଁ ନୁହେଁ ମୁଁ ମୁଁ ନୁହେଁ ମୁଁ
କାଗଜ ଡ଼ଙ୍ଗା କାଗଜ ଡ଼ଙ୍ଗା
ପ୍ରୀତି ଆଉ ସୁଧାର ମିଳନ....! ଚଇତାଳିର ଉଚ୍ଚାଟ ଆବେଗରେ ପଳାସ ଫୁଲରେ ଲାଗିଥିଲା ବୟସର ନିଆଁ । ପ୍ରୀତି ଆଉ ସୁଧାର ମିଳନ....! ଚଇତାଳିର ଉଚ୍ଚାଟ ଆବେଗରେ ପଳାସ ଫୁଲରେ ଲାଗିଥିଲା ବୟସର ନ...
ବିଦାୟ ତୁଠର ମାନ ଅଭିମାନ ସମୟ ସାଥିରେ ପୁଣି ଲେଉଟିବ ବିଦାୟ ତୁଠର ମାନ ଅଭିମାନ ସମୟ ସାଥିରେ ପୁଣି ଲେଉଟିବ