STORYMIRROR

Sashmita Panda

Romance

4  

Sashmita Panda

Romance

ବର୍ଷା ଯେବେ ଆସେ

ବର୍ଷା ଯେବେ ଆସେ

1 min
22

ବର୍ଷା ଯେବେ ଆସେ 

ତୋ କଥା ଭାରି ମନେପଡେ

ଟିପ୍ ଟିପ୍ ଚାନ୍ଦିନୀ ରାତିରେ

ମନେପଡେ ସେଇ ମିଠା ସ୍ମୃତି 

ଫିକା ଫିକା ଜହ୍ନ ଆଲୁଅରେ 

ତୁନିତୁନି କହୁଥିଲୁ କଥା

ପାଖେ ବସି ଲାଜରେ ଲାଜରେ ।।

ମାରୁଥିଲା ଘଡ଼ଘଡ଼ି

ବହୁଥିଲା ଶୀତୁଆ ପବନ

ଗୋଟେ ଛତାତଳେ ଥିଲେ ଆମେ

ଆଊ ଏକ ହୋଇ ଯାଇଥିଲା 

ଆମରି ମନ

ବର୍ଷା ସିନା ଛାଡ଼ିଗଲା , ଚାଲିଗଲୁ ତୁହି

ଏମନ ଝୁରୁଛି ତୋତେ ତୁହାଇ ତୁହାଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance