STORYMIRROR

Dr Prasana Kumar Dalai.

Romance

4  

Dr Prasana Kumar Dalai.

Romance

ଯଦିଓ ମୁଁ ମରେ!

ଯଦିଓ ମୁଁ ମରେ!

1 min
12


କାହିଁକି ଜୀବନଟା ଦୁଇ ଘଡି ର ଖେଳ 

ଯଦି ମୂଁ ପଚାରିଥାନ୍ତି ଭଗବାନ ଙ୍କୁ 

ଆଉ କିଛି ମୁହୂର୍ତ୍ତ ପାଇଁ 

ମୁଁ ଚାହେଁନି ତୁମଠାରୁ ଦୂରେଇବା ପାଇଁ 

ଏଇଠି ସବୁ ଯନ୍ତ୍ରଣା ରେ ଖୁସି ଖୋଜିବାର ଆନନ୍ଦ 

ତୁମର ଚେନାଏ ହସ ମୋ ପାଇଁ ଆଶା ର କିରଣ 

ଯଦିଓ ସାରା ଦୁନିଆ ମୋ ପାଇଁ ନିଷ୍ଠୁର 

ମୋ ସ୍ୱର୍ଗ ତୁମରି କୋଳ ରେ 

ମୋ ଜୀବନ କେବଳ ଚାଲୁଛି 

ତୁମର ହୃଦୟର ସ୍ପନ୍ଦନ ରେ 

ତୁମର ସବୁ ଇଛା ମୋ ପ୍ରାଥନା ରେ 

ଆମର ସମ୍ପର୍କ ଏକ ଅଦ୍ଵିତୀୟ କାହାଣୀ

କିନ୍ତୁ ମୂଁ ଫେରି ଆସିବି ତୁମ ପାଖକୁ 

ଯଦିଓ ମୁଁ ମରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance