STORYMIRROR

Dr Prasana Kumar Dalai.

Romance

4  

Dr Prasana Kumar Dalai.

Romance

ସମ୍ପର୍କ ଜନ୍ମ ଜନ୍ମର!

ସମ୍ପର୍କ ଜନ୍ମ ଜନ୍ମର!

1 min
215


ଟିକେ କୁହ 

ଜହ୍ନରେ କିଛିତ ଅଛି 

ଆକାଶ ର ହୃଦୟ ରେ ଆଲୋକ 

ର ରଙ୍ଗ ବେରଙ୍ଗ ଖେଳ 

ତୁମ ରୂପ ର ଝଲଜ ରେ ମୁଁ ଆନ୍ଦୋଳିତ 

ତୁମ ଛବି ଆଜି ମାରୁଉଦ୍ୟାନ ର ନାୟିକା ପରି 

ତୁମ ପ୍ରତିଛବି ଯାହା ବୟାନ କରେ 

ପ୍ରତିଟି ସ୍ପର୍ଶ ରେ ସ୍ପନ୍ଦିତ ମୁଁ 

ଏମିତି ମୋ ପାଖରେ ଥାଅ 

ମୋ ପାଇଁ ଜନ୍ମ ଜନ୍ମ ର ସାଥି ହୋଇ 

ଏମିତି ପାଖେ ପାଖେ ଥାଅ 

କାହାର ନଜର ଆମକୁ ନ ଲାଗୁ 

ତୁମେ ମୋ ଠିକଣା ର ଶେଷ ଲକ୍ଷସ୍ଥଳ 

କାରଣ ତୁମେ ମୋ ପାଇଁ ଜନ୍ମ ଆଊ ମୃତ୍ୟୁ |




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance