STORYMIRROR

Dr Prasana Kumar Dalai.

Romance

4  

Dr Prasana Kumar Dalai.

Romance

ଶବ୍ଦ ଠାରୁ ଉର୍ଦ୍ଧରେ!

ଶବ୍ଦ ଠାରୁ ଉର୍ଦ୍ଧରେ!

1 min
371

ଶବ୍ଦ ଠାରୁ ଉର୍ଦ୍ଧରେ!

ବେନାମ ଶବ୍ଦ ଗୁଡାକ ଆଜି ଖାଲି ଖାଲି 
ବେନାମ ସମ୍ପର୍କ ଅବିଶ୍ରାନ୍ତ କରେ 
ପୁଳା ପୁଳା ସ୍ବପ୍ନ ଆଖିରେ ଆଜି ସୁପ୍ତ 
ମୁଁ ଚାହିଁଲେ ବି ବାହାରି ପାରୁନି 
ସବୁ ସ୍ମୃତି ହଜିବାକୁ ବସିଲାଣି 
ସବୁବେଳେ ଆମେ ଯେଉଁ ରାସ୍ତା ଦେଈ ଯାଉଥିଲେ 
ଆଜି ସେଇ ରାସ୍ତା ଖାଲି ଖାଁ ଖାଁ 
ସବୁ କାହାଣୀ ଖାଲି କାହାଣୀ 
ଅଦୃଶ୍ୟ ମରୀଚିକା ପରି 
ଏଠି ରାତି ଅସମାପ୍ତ 
ଦିନ ଦୁଃଖଦାୟକ 
ନା ଅଛି ଗହଳ ଚହଳ 
ଚାରିଆଡେ ସବୁ ଶାନ୍ତ 
ଅଶାନ୍ତ ସମୁଦ୍ର ପରି 
ଚାହିଁଛି ତୁମ ଫେରନ୍ତା ବାଟକୁ 

ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ 
ଅଧ୍ୟାପକ ଇରାଂଜି ବିଭାଗ 
କବିସୂର୍ଯ୍ୟନଗର 
ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance