STORYMIRROR

Dr Prasana Kumar Dalai.

Romance

3  

Dr Prasana Kumar Dalai.

Romance

କିଛି ନ ପଢି ରହିଯାଏ!

କିଛି ନ ପଢି ରହିଯାଏ!

1 min
25


ତୁମେ ସବୁବେଳେ ଏଇ ରାସ୍ତା ଦେଇ ଯାଅ 

କେବେକେବେ ମୁଁ ତୁମକୁ ଦେଖେ 

ମନେମନେ କିଛି ଅକୁହା କଥା 

କିଛି କହି ହୁଏ ଆଉ କିଛି ରହିଯାଏ 

ଲାଜୁଆ ଲାଜୁଆ ଆଖି ରେ 

ଆଉ ଓଠ ରେ ଛୋଟିଆ ହସ ଟିଏ 

କିଛି ଲାଜ ମିଶ୍ରିତ ଘୃଣା ର ଛିଟା 

ଆଉ କେତେ ଚିରା କାଗଜ ର ଫର୍ଦ 

ଆଉ କେବେ ମନର କଥା କୁ ଲେଖିବା  

କାହାକୁ ନ ଦେଇ ପାଖରେ ରଖିବା 

ତୁମ ସାଙ୍ଗ ମାନଙ୍କ କଟାକ୍ଷ ଶୁଣିବା 

ଆଉ କିଛି କହି ହୁଏ 

କିଛି ଅକୁହା ରହିଯାଏ |




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance