STORYMIRROR

Dr Prasana Kumar Dalai.

Romance

4  

Dr Prasana Kumar Dalai.

Romance

ଜୀବନ ଏକ ନିଆରା ଅନୁଭୂତି!

ଜୀବନ ଏକ ନିଆରା ଅନୁଭୂତି!

1 min
14

ଜୀବନ ଏକ ନିଆରା ଅନୁଭୂତି!

ସବୁ ଭଲ ମନ୍ଦ ର କେନ୍ଦ୍ରବିନ୍ଦୁ 
ଖୋଜିବାର ଅନୁଭୂତି 
ରୋଗ ଶେଜ ରେ ଶୋଇ ରୋଗର 
କାରଣ ର ଅନୁଭତି
ସଫଳ ହୋଉ ହୋଉ ଅସଫଳତା 
କାରଣ ର ଅନୁଭତି 
ପରିବାର ର ସଂକୀର୍ଣ୍ଣତା 
ମନଭାବର କାରଣ ଖୋଜିବାର ଅନୁଭୂତି 
ଜଂଜାଳ ଯେ କାହିଁକି ଆସେ 
ତାର ଦିଗ କେଉଁଠି ଜାଣିବାରେ ଅନୁଭୂତି 
ଅତୀତ ସବୁ ବିଫଳ ସ୍ବପ୍ନ କୁ 
ସାଉଁଟିବାରେ ଅନୁଭୂତି 
ଚୁରମାର ହୋଇଥିବା ସବୁ ପ୍ରୟାସ
କୁ ପୁଣିଥରେ ଜୀବିତ କରିବାର ଅନୁଭୂତି
ହଜିଗଲା ରାସ୍ତାର ସନ୍ଧାନ ଖୋଜିବାର ଅନୁଭୂତି
ଛୋଟ ଛୋଟ କଥାରେ ମୁହଁ ଫୁଲେଇବାର
ଅନୁଭୂତି
ଏଇତ ଜୀବନ ଆଉ ଜୀବନ ଟା
ଏକ ନିଆରା ଅନୁଭୂତି!

ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
କବିସୂର୍ଯ୍ୟନଗର
ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance