Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lingraj Majhi

Romance

4  

Lingraj Majhi

Romance

ପ୍ରସ୍ତାବ

ପ୍ରସ୍ତାବ

1 min
354


ପିଲାଳିଆମି ରୁ ଚଗଲାମୀ ଯାଏ

କଥା ସରୁ ନ ସରୁ 

କେଜାଣି, କେତେବେଳେ ବୟସ ଆସି

ପରିପକ୍ୱ ହେଇଯାଏ

ଟିକିଏ ଚିନ୍ତା ,

ଚଳନ୍ତି ଅଭାବ ଆଉ ଅଭାବ ରୁ ବର୍ତ୍ତି 

ସ୍ୱାଧିନ ର ନିଃଶ୍ୱାସ ମାରୁ ମାରୁ 

ଘର ର ମୁରବୀ ଦି ଭାଇ ପାଇଁ 

ଦୁଇ ପ୍ରସ୍ତାବ 

ଭାବିଲା ବେଳକୁ ବିଚଳିତ 

ହଁ ଟିକିଏ ଅସୁରକ୍ଷିତ ଜୀବନ 

ଆର୍ଥିକ ସ୍ୱଚ୍ଛତା ର ଗୋଟିଏ

ପାଦ ଡେଇଁବାକୁ ପଡିବ 

ବନ୍ଧନ ଓ ବାନ୍ଧବୀ ର 

ହଁ ରେ ,ଚିନ୍ତନ ଚେତନା ରେ 

ଜୀବନ ପାଇଛି

ଏହି ପ୍ରସ୍ତାବ ।


Rate this content
Log in

Similar oriya poem from Romance